ଆରପାରିରେ ବିଜୟ:ଏକ ଯୁଗର ଅବସାନ

ସାହିତ୍ୟ ଓ ଚଳଚିତ୍ର ଜଗତର ଅପୂରଣୀୟ କ୍ଷତି,ମହାଦ୍ରୁମଙ୍କ ସମ୍ପର୍କରେ କିଛି… ଭୁବନେଶ୍ୱର:୧୯୪୦-୪୨ ମସିହାର କଥା। ଏକ ଯାତ୍ରା ଦଳ ତାଙ୍କ ଘରେ ରହି ରିହର୍ସାଲ କରୁଥାଏ। ସେଇ ରିହର୍ସାଲ ହିଁ ବିଜୟଙ୍କ ଭିତରେ ବୁଣା ହେଇଥିଲା ଲେଖିବାର ମଞ୍ଜି। ଯାତ୍ରା ଦଳ ଭାଙ୍ଗିଗଲା, ଯିଏ ଯୁଆଡ଼େ ଚାଲିଗଲେ। ଅଥଚ ବିଜୟଙ୍କ ଭିତରେ ଯୋଉ ନିଆଁ ଜଳିଲା, ତାହା ଆଉ ଲିଭିଲାନି। ସେଇଠୁ ସେ କେବେ ‘ଯାଯାବର’ ପାଲଟିଲେ ତ ପୁଣି … Continue reading ଆରପାରିରେ ବିଜୟ:ଏକ ଯୁଗର ଅବସାନ